ଅଭିଭାବକ Abhibhābaka
- ସଂ. ବିଣ. ପୁଂ. (ଅଭି+ଭୂ ଧାତୁ+କର୍ତ୍ତୃ. ଅକ) — ରକ୍ଷକ — Protecting
- ସଂ. ବିଣ. ପୁଂ. (ଅଭି+ଭୂ ଧାତୁ+କର୍ତ୍ତୃ. ଅକ) — ଆଶ୍ରୟଦାତା — Patronising; giving shelter
- ସଂ. ବିଣ. ପୁଂ. (ଅଭି+ଭୂ ଧାତୁ+କର୍ତ୍ତୃ. ଅକ) — ମୁରବୀ — Guardian
- ସଂ. ବିଣ. ପୁଂ. (ଅଭି+ଭୂ ଧାତୁ+କର୍ତ୍ତୃ. ଅକ) — ତତ୍ତ୍ୱାବଧାରକ — Supervising
- ସଂ. ବି. ପୁଂ — ମୁରବୀ ବ୍ୟକ୍ତି — A guardian
- ସଂ. ବି. ପୁଂ — ତତ୍ତ୍ୱାବଧାରକ ବ୍ୟକ୍ତି — A Supervisor
- ସଂ. ବି. ପୁଂ — ଗୃହକର୍ତ୍ତା — The head of a family
- ସଂ. ବି. ପୁଂ — ଆଶ୍ରୟଦାତା ବ୍ୟକ୍ତି — A patron