ଅଭିବ୍ୟକ୍ତି Abhibyakti

  • ସଂ. ବି. (ଅଭି=ସର୍ବତୋଭାବରେ+ବ୍ୟକ୍ତି=ପ୍ରକାଶ) — ପ୍ରତ୍ୟକ୍ଷ ଜ୍ଞାନ — Clear or distinct impression
  • ସଂ. ବି. (ଅଭି=ସର୍ବତୋଭାବରେ+ବ୍ୟକ୍ତି=ପ୍ରକାଶ) — ବାହାରେ ପ୍ରକାଶ; ବହିଃ ପ୍ରକାଶ — Outward expression