ଅଭିବିନୀତ Abhibinīta

  • ସଂ. ବିଣ. ପୁଂ (ଅଭି+ବି+ନୀ ଧାତୁ+କର୍ତ୍ତୃ. ତ) — ସର୍ବତୋଭାବରେ ଶିକ୍ଷିତ — Well-versed; well-trained; learned in all the arts
  • ସଂ. ବିଣ. ପୁଂ (ଅଭି+ବି+ନୀ ଧାତୁ+କର୍ତ୍ତୃ. ତ) — ସୁଶିକ୍ଷିତ — well-educated; well-trained