ଅଭିପ୍ରେତ Abhipreta

  • ସଂ. ବିଣ (ଅଭି+ପ୍ର+ଇ ଧାତୁ+କର୍ମ. ତ) — ବାଞ୍ଛିତ; ଅଭିଳଷିତ — Meant; intended
  • ସଂ. ବିଣ (ଅଭି+ପ୍ର+ଇ ଧାତୁ+କର୍ମ. ତ) — ଅଭୀଷ୍ଟ — Designed; aimed at
  • ସଂ. ବି — ଉଦ୍ଦେଶ୍ୟ — Aim; object