ଅଭିପ୍ରାୟଣ Abhiprāyaṇa
- ଦେ. ବି (ସଂସ୍କୃତ. ଆଧୁନିକ ପ୍ରୟୋଗ; ଓଡ଼ିଶା—ସ୍କୁଲ— ସମୂହର ଇନ୍ସ୍ପେକ୍ଟର ଶ୍ରୀ ଭବନାଥ ମୁଖର୍ଯ୍ୟାଙ୍କ ଦ୍ୱାରା ପ୍ରୟୋଗ) — ଉଦ୍ଦେଶ୍ୟକୁ କାର୍ଯ୍ୟରେ ଲଗାଇବାର ଇଚ୍ଛା — Motivation; resolution to act upto a motive
- ଦେ. ବି (ସଂସ୍କୃତ. ଆଧୁନିକ ପ୍ରୟୋଗ; ଓଡ଼ିଶା—ସ୍କୁଲ— ସମୂହର ଇନ୍ସ୍ପେକ୍ଟର ଶ୍ରୀ ଭବନାଥ ମୁଖର୍ଯ୍ୟାଙ୍କ ଦ୍ୱାରା ପ୍ରୟୋଗ) — (ଯଥା—ଶିକ୍ଷକ ଛାତ୍ରର ଅଭିପ୍ରାୟ ପ୍ରତି ଲକ୍ଷ୍ୟ ରଖି ନିଜର ଅଭିପ୍ରାୟଣ କରିବେ ଅର୍ଥାତ୍ ଛାତ୍ରର ଅଭିପ୍ରାୟ ଅନୁସାରେ କାର୍ଯ୍ୟ କରି ଆପଣାର ଅଭିପ୍ରାୟ ସିଦ୍ଧ କରିବେ)