ଅଭିନବାଭିନବ Abhinabābhinaba

  • ସଂ. ବିଣ. (ଅତ୍ୟନ୍ତାର୍ଥେ. ଦ୍ୱିତ୍ୱ) — ଅତ୍ୟନ୍ତ ନୂତନ — Quite new; very fresh
  • ସଂ. ବିଣ. (ଅତ୍ୟନ୍ତାର୍ଥେ. ଦ୍ୱିତ୍ୱ) — ଅତ୍ୟାଶ୍ଚର୍ଯ୍ୟ — Very wonderful