ଅଭିନନ୍ଦନ Abhinandana
- ସଂ. ବି. (ଅଭି+ନନ୍ଦ ଧାତୁ+ଭାବ. ଅନ) — ଅନୁମୋଦନ; ସାଦର ଅଭ୍ୟର୍ଥନା — Congratulation; welcome
- ସଂ. ବି. (ଅଭି+ନନ୍ଦ ଧାତୁ+ଭାବ. ଅନ) — ସନ୍ତୋଷପୂର୍ବକ ପ୍ରଶଂସା — Praise; laudation
- ସଂ. ବି. (ଅଭି+ନନ୍ଦ ଧାତୁ+ଭାବ. ଅନ) — ଆହ୍ଲାଦ ପ୍ରକାଶ — Rejoicing
- ସଂ. ବି. (ଅଭି+ନନ୍ଦ ଧାତୁ+ଭାବ. ଅନ) — ସ୍ତବ — Prayer
- ସଂ. ବି. (ଅଭି+ନନ୍ଦ ଧାତୁ+ଭାବ. ଅନ) — ବୁଦ୍ଧବିଶେଷ — A previous incarnation of the Buddha