ଅଭିଧ୍ୟା Abhidhyā

  • ସଂ. ବି. (ଅଭି+ଧ୍ୟୈ ଧାତୁ=ଚିନ୍ତା କରିବା+ଭାବ. ଅ+ ସ୍ତ୍ରୀ. ଅ) — ଇଚ୍ଛା — Desire
  • ସଂ. ବି. (ଅଭି+ଧ୍ୟୈ ଧାତୁ=ଚିନ୍ତା କରିବା+ଭାବ. ଅ+ ସ୍ତ୍ରୀ. ଅ) — ଅନ୍ୟ ପଦାର୍ଥ ପ୍ରତି ଲୋଭ — Coveting another's property
  • ସଂ. ବି. (ଅଭି+ଧ୍ୟୈ ଧାତୁ=ଚିନ୍ତା କରିବା+ଭାବ. ଅ+ ସ୍ତ୍ରୀ. ଅ) — ଲାଳାସା — Hankering