ଅଭିଜ୍ଞ Abhijn̄a

  • ସଂ. ବିଣ. ପୁଂ. (ଅଭ=ସର୍ବତୋଭାବରେ+ଜ୍ଞା ଧାତୁ+ କର୍ତ୍ତୃ. ଅ) — ବିଜ୍ଞ — Knowing
  • ସଂ. ବିଣ. ପୁଂ. (ଅଭ=ସର୍ବତୋଭାବରେ+ଜ୍ଞା ଧାତୁ+ କର୍ତ୍ତୃ. ଅ) — ଚତୁର — Skilful; clever
  • ସଂ. ବିଣ. ପୁଂ. (ଅଭ=ସର୍ବତୋଭାବରେ+ଜ୍ଞା ଧାତୁ+ କର୍ତ୍ତୃ. ଅ) — କୌଣସି ବିଷୟରେ ପାରଙ୍ଗମ — Understanding or conversant with a matter
  • ସଂ. ବିଣ. ପୁଂ. (ଅଭ=ସର୍ବତୋଭାବରେ+ଜ୍ଞା ଧାତୁ+ କର୍ତ୍ତୃ. ଅ) — ବହୁଦର୍ଶୀ; ଅନୁଭବୀ — Experienced; prudent