ଅଭିଜ୍ଞାତା Abhijn̄āta

  • ସଂ. ବିଣ. (ଅଭି+ଜ୍ଞା ଧାତୁ+କର୍ତ୍ତୃ. ତ) — ଅନୁଭବଦ୍ୱାରା ଜଣା ଯାଇଥିବା — Known by experience; realised;
  • ସଂ. ବିଣ. (ଅଭି+ଜ୍ଞା ଧାତୁ+କର୍ତ୍ତୃ. ତ) — ଅନୁଭୂତ — Experienced