ଅଭିଜାତ Abhijāta
- ସଂ. ବିଣ. (ଅଭି+ଜନ ଧାତୁ+କର୍ତ୍ତୃ. ତ) ସଦ୍ବଂଶଜାତ — Well-born
- ସଂ. ବିଣ. (ଅଭି+ଜନ ଧାତୁ+କର୍ତ୍ତୃ. ତ) କୁଳୀନ — Of noble birth
- ସଂ. ବିଣ. (ଅଭି+ଜନ ଧାତୁ+କର୍ତ୍ତୃ. ତ) ଭଦ୍ରବଂଶଧର; ଖାନ୍ଦାନ୍ — Aristocratic
- ସଂ. ବିଣ. (ଅଭି+ଜନ ଧାତୁ+କର୍ତ୍ତୃ. ତ) ଜ୍ଞାନୀ; ପଣ୍ଡିତ — Wise; learned
- ସଂ. ବିଣ. (ଅଭି+ଜନ ଧାତୁ+କର୍ତ୍ତୃ. ତ) ଯୋଗ୍ୟ — Worthy; fit
- ସଂ. ବିଣ. (ଅଭି+ଜନ ଧାତୁ+କର୍ତ୍ତୃ. ତ) ନ୍ୟାୟ — Rightful
- ସଂ. ବିଣ. (ଅଭି+ଜନ ଧାତୁ+କର୍ତ୍ତୃ. ତ) ମଧୁର — Sweet
- ସଂ. ବିଣ. (ଅଭି+ଜନ ଧାତୁ+କର୍ତ୍ତୃ. ତ) ସୁଶ୍ରୀ — Fair