ଅଭିଚାରିତ Abhichārita

  • ସଂ. ବିଣ. ପୁଂ (ଅଭିଚାର+ଇତି) — ଯାହା ପ୍ରତି ଗୁଣିଗାରିଡ଼ି ପ୍ରୟୋଗ କରା ଯାଇ ଅଛି — Enchanted; (a person) against whom black magic has been applied