ଅଭିଜ୍ଞାପକ Abhijn̄āpaka

  • ସଂ. ବିଣ. ପୁଂ. (ଅଭି+ଜ୍ଞା ଧାତୁ; ଣିଚ୍;+କର୍ତୃ. ଅକ) — ବୋଧକ — Memorial
  • ସଂ. ବିଣ. ପୁଂ. (ଅଭି+ଜ୍ଞା ଧାତୁ; ଣିଚ୍;+କର୍ତୃ. ଅକ) — ସ୍ମାରକ; ଯାହାପୂର୍ବସ୍ମୃତି ଜାଗରିତ କରାଏ — Reminding