ଅଭିଘାତୀ Abhighātī
- ସଂ. ବିଣ. ପୁଂ (ଅଭି+ହନ ଧାତୁ+କର୍ତ୍ତୃ ଇନ୍; ହନ ସ୍ଥାନରେ ଘାତ; 1 ମା. 1 .ବ) — ଆଘାତକାରୀ — Striking
- ସଂ. ବିଣ. ପୁଂ (ଅଭି+ହନ ଧାତୁ+କର୍ତ୍ତୃ ଇନ୍; ହନ ସ୍ଥାନରେ ଘାତ; 1 ମା. 1 .ବ) — ଆକ୍ରମଣ କାରୀ — Attacking
- ସଂ. ବିଣ. ପୁଂ (ଅଭି+ହନ ଧାତୁ+କର୍ତ୍ତୃ ଇନ୍; ହନ ସ୍ଥାନରେ ଘାତ; 1 ମା. 1 .ବ) — ଶତ୍ରୁତାପନ୍ନ — Inimical
- ସଂ. ବିଣ. ପୁଂ (ଅଭି+ହନ ଧାତୁ+କର୍ତ୍ତୃ ଇନ୍; ହନ ସ୍ଥାନରେ ଘାତ; 1 ମା. 1 .ବ) — ନାଶକ — Destroying
- ସଂ. ବିଣ. ପୁଂ (ଅଭି+ହନ ଧାତୁ+କର୍ତ୍ତୃ ଇନ୍; ହନ ସ୍ଥାନରେ ଘାତ; 1 ମା. 1 .ବ) — (ଅମୁକ) ନାମଧାରୀ — 4. Styled; named (so and so)
- ସଂ. ବିଣ. ପୁଂ (ଅଭି+ହନ ଧାତୁ+କର୍ତ୍ତୃ ଇନ୍; ହନ ସ୍ଥାନରେ ଘାତ; 1 ମା. 1 .ବ) — ଘାତକ; ହନ୍ତା — Killing; murderous
- ସଂ. ବି. ପୁଂ — ଶତ୍ରୁ — Enemy
- ସଂ. ବି. ପୁଂ — ହତ୍ୟକାରୀ ବ୍ୟକ୍ତି — Murderer
- ସଂ. ବି. ପୁଂ — ବିନାଶକ ବ୍ୟକ୍ତି — Destroyer