ଅଭିଗମନ Abhigamana

  • ସଂ. ବି. (ଅଭି+ଗମ ଧାତୁ+ଭାବ. ଅନ) — ଅଭିଗମ (ଦେଖ) — Abhigama (See)
  • ସଂ. ବି. (ଅଭି+ଗମ ଧାତୁ+ଭାବ. ଅନ) — ଅଭିଗମନ ମଞ୍ଜୁବାଣୀ; ପୂଜିବ ନିଜ ଘରେ ଆଣି। ଜଗନ୍ନାଥ. ଭାଗବତ. 4 ର୍ଥ — ଅଭିଗମନ ମଞ୍ଜୁବାଣୀ; ପୂଜିବ ନିଜ ଘରେ ଆଣି ଜଗନ୍ନାଥ. ଭାଗବତ.4ର୍ଥ