ଅଭିଆଡ଼ୀପଦା Abhiāṟḍ̠īpadā

  • ଦେ. ବି. — ପୂର୍ବେ ଯେଉଁ ସମାଜରେ (ଯଥା—ବ୍ରାହ୍ମଣ; ବଣିଆ) ବାଳିକା—ବିବାହ ପ୍ରଥା ଚଳୁଥିଲା ସେ ସମାଜର କୌଣସି କନ୍ୟା ଅବିବାହିତା ଥାଇ ରଜସ୍ୱଳା ହେଲେ ତାକୁ ସମାଜଚ୍ୟୂତ କରି ଗ୍ରାମମୁଣ୍ଡର କିଛି ଦୂରରେ ଯେଉଁ ନିର୍ଜନ ପ୍ରାନ୍ତରକୁ ନିର୍ବାସିତ କରାଯାଉଥିଲା — A solitary place or wilderness away from the village to which was banished a Brāhmaṇa girl who attained puberty before marriage