ଅଭାବପକ୍ଷରେ Abhābapakshare

  • ଦେ. କ୍ରି. ବିଣ — ଅନ୍ତତଃ — At least
  • ଦେ. କ୍ରି. ବିଣ — (କୌଣସି ବିଷୟର) ଅନୁପସ୍ଥିତି ଘଟିଲେ — In the absence (of anything)
  • ଦେ. କ୍ରି. ବିଣ — (କୌଣସି ପଦାର୍ଥ) ନ ମିଳିଲେ — In case a thing is not available