ଅଭାଗ୍ୟ Abhāgya

  • ସଂ. ବି (ଅ+ଭାଗ୍ୟ) — ଦୁର୍ଭାଗ୍ୟ, ମନ୍ଦଭାଗ୍ୟ — Misfortune; bad luck
  • ସଂ. ବି (ଅ+ଭାଗ୍ୟ) — ଦୁର୍ଦ୍ଦଶା — Misery
  • ସଂ. ବିଣ — ଭାଗ୍ୟହୀନ; ହତଭାଗ୍ୟ — Unfortunate; luckless
  • ସଂ. ବିଣ — ଦୁର୍ଦ୍ଦଶାଗ୍ରସ୍ତ — Miserable
  • ସଂ. ବିଣ — ଦୁଃଖୀ — Unhappy
  • ସଂ. ବିଣ — ପୁତ୍ର ପରାୟେ ଆମ୍ଭଙ୍କୁଥିଲା ଜାଣ ପାଳି, ଅଭାଗ୍ୟ କାଳକୁ ଏବେ ସର୍ବେ ଗଲୁ ଚଳି। ପୀତାମ୍ବର. ନୃସିଂହପୁରାଣ।