ଅଭାଗ୍ୟବନ୍ତ Abhāgyabanta

  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅଭାଗ୍ୟବାନ୍) — ଅଭାଗ୍ୟବାନ୍; ମନ୍ଦଭାଗ୍ୟ — Unfortunate
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅଭାଗ୍ୟବାନ୍) — ଅଭାଗ୍ୟବନ୍ତ ପ୍ରାଣୀ ଯେହି, ତୁମ୍ଭ ଦର୍ଶନେ ଯୋଗ୍ୟ କାହିଁ। ଜଗନ୍ନାଥ. ଭାଗବତ 4 । 22 । 9 । — ଅଭାଗ୍ୟବନ୍ତ ପ୍ରାଣୀ ଯେହି, ତୁମ୍ଭ ଦର୍ଶନେ ଯୋଗ୍ୟ କାହିଁ ଜଗନ୍ନାଥ. ଭାଗବତ4229