ଅଭର୍ତ୍ତୃକା Abharttṛukā

  • ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି; ଅ+ଭର୍ତ୍ତୃ+କ+ଅ) — ବିଧବା — Widowed
  • ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି; ଅ+ଭର୍ତ୍ତୃ+କ+ଅ) — ସ୍ୱାମିବିହୀନା — Having no husband
  • ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି; ଅ+ଭର୍ତ୍ତୃ+କ+ଅ) — ଅବିବାହିତା — Unmarried