ଅଭରଟିକିଲି Abharaṭikili

  • ଗ୍ରା. ବି. (ସଂ. ଅଭ୍ର+ତିଳକ) — ଅଗରଟିକିଲି—ସ୍ତ୍ରୀମାନଙ୍କର ବେଶ ହେବା ଉପଲକ୍ଷରେ କପାଳ ମଝିରେ ମାରିବା କୃଷ୍ଣାଭ୍ରର ଟୋପୀ — Circular bit of black mica put by females on the forehead