ଅଭଙ୍ଗୁର Abhan̄gura

  • ସଂ. ବିଣ. (ଅ+ଭଙ୍ଗୁର) — ଯାହା ଭାଙ୍ଗିଯାଏ ନାହିଁ — Not breakable; not fragile
  • ସଂ. ବିଣ. (ଅ+ଭଙ୍ଗୁର) — ଚେମଡ଼ା — Tenacious
  • ସଂ. ବିଣ. (ଅ+ଭଙ୍ଗୁର) — ଚିରସ୍ଥାୟୀ — Permanent
  • ସଂ. ବିଣ. (ଅ+ଭଙ୍ଗୁର) — ଅନୁପଦ୍ରୁତ — Undisturbed
  • ସଂ. ବିଣ. (ଅ+ଭଙ୍ଗୁର) — ଦୃଢ଼ — Firm