ଅଭବ Abhaba

  • ସଂ. ବି. (ଅ+ଭୂ ଧାତୁ+ଅ; ଅ+ ଭବ=ଜନ୍ମ) — ଅପୁନର୍ଜନ୍ମ; ସଂସାରରେ ପୁନର୍ବାର ଜନ୍ମଲାଭ ନ କରିବା — Freedom from rebirth after death
  • ସଂ. ବି. (ଅ+ଭୂ ଧାତୁ+ଅ; ଅ+ ଭବ=ଜନ୍ମ) — ମୋକ୍ଷ; ନିର୍ବାଣ — Final salvation from the world