ଅଭକ୍ଷ୍ୟଭକ୍ଷୀ Abhakshyabhakshī
- ସଂ. ବିଣ. (ଅଭକ୍ଷ୍ୟ+ଭକ୍ଷ ଧାତୁ+କର୍ତ୍ତୃ. ଇନ୍ . 1 ମା. 1 ବ.) — ନିଷିଦ୍ଧ ଖାଦ୍ୟ ଖାଇବା ବ୍ୟକ୍ତି — Eating prohibited food
- ସଂ. ବିଣ. (ଅଭକ୍ଷ୍ୟ+ଭକ୍ଷ ଧାତୁ+କର୍ତ୍ତୃ. ଇନ୍ . 1 ମା. 1 ବ.) — [ଦ୍ର—ଅଭକ୍ଷ୍ୟଭକ୍ଷିମାନେ ମୃତ୍ୟୁ ପରେ କୃମିଯୋନିରେ ଜନ୍ମନ୍ତି— ରାମଶଙ୍କର.ମନୂ 12 । 59 ।] — [ଦ୍ର—ଅଭକ୍ଷ୍ୟଭକ୍ଷିମାନେ ମୃତ୍ୟୁ ପରେ କୃମିଯୋନିରେ ଜନ୍ମନ୍ତି— ରାମଶଙ୍କର.ମନୂ1259]