ଅଭକ୍ତି Abhakti

  • ସଂ. ବି. (ଅ+ଭକ୍ତି) — ଭକ୍ତିର ଅଭାବ — Want of devotion
  • ସଂ. ବି. (ଅ+ଭକ୍ତି) — ନିଷ୍ଠାପର ବିଶ୍ୱାସର ଅଭାବ; ଅନାସ୍ଥା — Want of faith
  • ସଂ. ବି. (ଅ+ଭକ୍ତି) — ଅଶ୍ରଦ୍ଧା — Want of affection
  • ସଂ. ବି. (ଅ+ଭକ୍ତି) — ଘୃଣା — Aversion
  • ସଂ. ବି. (ଅ+ଭକ୍ତି) — ଅବିଶ୍ୱାସ; ଅପ୍ରତେ — Incredulity (Apte)
  • ଦେ. ବିଣ. ଅଭକ୍ତ; ଭକ୍ତିହୀନ — Not Undevoted to; unbelieving