ଅଭକ୍ତ Abhakta

  • ସଂ. ବିଣ. ପୁଂ. (ଅ+ଭକ୍ତ) — ଯେ ଭକ୍ତ ନୁହେ — Not devoted
  • ସଂ. ବିଣ. ପୁଂ. (ଅ+ଭକ୍ତ) — ଦେବତା, ବ୍ରାହ୍ମଣ, ଗୁରୁଆଦିଙ୍କ ପ୍ରତି ଭକ୍ତିହୀନ — Devoid of devotion to deities, elders etc
  • ସଂ. ବିଣ. ପୁଂ. (ଅ+ଭକ୍ତ) — ଅଶ୍ରଦ୍ଧ — Not affectionate
  • ସଂ. ବିଣ. ପୁଂ. (ଅ+ଭକ୍ତ) — ପୂଜା କରୁ ନ ଥିବା — Not worshipping
  • ସଂ. ବିଣ. ପୁଂ. (ଅ+ଭକ୍ତ) — ଅସଂଯୁକ୍ତ — Not attached; not conected with
  • ସଂ. ବିଣ. ପୁଂ. (ଅ+ଭକ୍ତ) — ପୃଥକକୃତ; ବିଛିନ୍ନ — Detached
  • ସଂ. ବିଣ. ପୁଂ. (ଅ+ଭକ୍ତ) — ଅଭୁକ୍ତ; ଖିଆ ହୋଇ ନ ଥିବା — Not eaten
  • ସଂ. ବିଣ. ପୁଂ. (ଅ+ଭକ୍ତ) — ଅଖଣ୍ଡିତ; ସମୁଚା — Whole; entire
  • ସଂ. ବି — ଯାହା ଖାଦ୍ୟ ଦ୍ରବ୍ୟ ନୁହେ — Not food (Apte)