ଅଭକତ Abhakata

  • ଗ୍ରା. ପଦ୍ୟ. ବିଣ (ସଂ. ଅଭକ୍ତ) — ଅଭକ୍ତ; ଭକ୍ତିହୀନ — Not devoted
  • ଗ୍ରା. ପଦ୍ୟ. ବିଣ (ସଂ. ଅଭକ୍ତ) — ବିଧବା ହୋନ୍ତି ଜନ୍ମ ସାତ, ଯେ ନାରୀ ସ୍ୱାମୀ ଅଭକତ। ଜଗନ୍ନାଥ ଭାଗବତ. 1 ମ. — ବିଧବା ହୋନ୍ତି ଜନ୍ମ ସାତ, ଯେ ନାରୀ ସ୍ୱାମୀ ଅଭକତ ଜଗନ୍ନାଥ ଭାଗବତ.1ମ