ଅବ୍ୟାହତି Abyāhati

  • ସଂ. ବି. (ଅ+ବ୍ୟାହତି) — ଅବ୍ୟାହତ (ଦେଖ) — Abyāhata (See)
  • ସଂ. ବି. (ଅ+ବ୍ୟାହତି) — ହିଂସାର ଅଭାବ — Absence of spite
  • ସଂ. ବି. (ଅ+ବ୍ୟାହତି) — ମୁକ୍ତି; ପରିତ୍ରାଣ — Release; liberation
  • ସଂ. ବି. (ଅ+ବ୍ୟାହତି) — ରିୟାତି; କୌଣସି ଦାୟିତ୍ୱରୁ ଛାଡ଼ ପାଇବା — Exemption