ଅବ୍ୟାହତଗତି Abyāhatagati

  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି; ଅବ୍ୟାହତ+ଗତି) ଯାହାର ଗତିକୁ କେହି ବାଧା ଦିଏ ନାହିଁ; ଅବାଧଗତି — Of unobstructed motion