ଅବ୍ୟାପ୍ତି Abyāpti
- ସଂ. ବି. (ଅ+ବ୍ୟାପ୍ତି) — ବ୍ୟାପ୍ତି ବା ବ୍ୟାପିବାର ଅଭାବ — Non-extension
- ସଂ. ବି. (ଅ+ବ୍ୟାପ୍ତି) — (ନ୍ୟାୟ) ସଂଜ୍ଞାର ଦୋଷବିଶେଷ, ଯହିଁରେ ସଂଜ୍ଞାର ବିଷୟୀଭୂତ ବସ୍ତୁର ଏକାଂଶ ଛାଡ଼ି ଦିଆ ଯାଇ ଥାଏ — One of the faults of definition in which a part of the thing defined is excluded