ଅବ୍ୟାପାର Abyāpāra
- ସଂ. ବି. (ଅ+ବ୍ୟାପାର) — କାର୍ଯ୍ୟରୁ ନିବୃତ୍ତି — Cessation from work
- ସଂ. ବି. (ଅ+ବ୍ୟାପାର) — କାର୍ଯ୍ୟରେ ନ ଲାଗିବା ଅବସ୍ଥା; ବେକାର୍ ପଣ — Unemployment
- ସଂ. ବି. (ଅ+ବ୍ୟାପାର) — ଯାହା ନିଜର ବ୍ୟାପାର ବା କାର୍ଯ୍ୟ ନୁହେ — That which is not once's business or concern
- ସଂ. ବି. (ଅ+ବ୍ୟାପାର) — ଉତ୍ତମରୃପେ ବୁଝାଯାଇ ନ ଥିବା ବ୍ୟବସାୟ — A business or trade which is not well understood
- ସଂ. ବି. (ଅ+ବ୍ୟାପାର) — 5 ମନ୍ଦ କାର୍ଯ୍ୟ — 5ମନ୍ଦ କାର୍ଯ୍ୟ—5. Bad act
- ସଂ. ବି. ପୁଂ. — ବ୍ୟାପାର ବା କର୍ମରହିତ — Unemployed