ଅବ୍ୟାଜମୋନହର Abyājamanohara
- ସଂ. ବିଣ. (ଅବ୍ୟାଜ=ସ୍ୱାଭାବିକରୂପେ+ମନୋ— ହର) — ସ୍ୱାଭାବିକ ସୌନ୍ଦର୍ଯ୍ୟ ଯୋଗୁଁ ସୁନ୍ଦର — Artlessly beautiful; possessing beauty or grass or which is not assumed
- ସଂ. ବିଣ. (ଅବ୍ୟାଜ=ସ୍ୱାଭାବିକରୂପେ+ମନୋ— ହର) — ସ୍ୱଭାବତଃ ସୁନ୍ଦର — Naturally beautiful
- ସଂ. ବିଣ. (ଅବ୍ୟାଜ=ସ୍ୱାଭାବିକରୂପେ+ମନୋ— ହର) — [ଦ୍ର— ଏହିପରି ଅବ୍ୟାଜମଧୁର, ଅବ୍ୟାଜରମଣୀଯ, ଅବ୍ୟାଜସୁନ୍ଦର ପଦ ହୁଏ।]