ଅବ୍ୟାଖ୍ୟେୟ Abyākhyeya

  • ସଂ. ବିଣ. (ଅ+ବ୍ୟାଖ୍ୟେୟ) — ଯାହାକୁ ବ୍ୟାଖ୍ୟା କରାଯାଇ ନ ପାରେ — Inexplicable
  • ସଂ. ବିଣ. (ଅ+ବ୍ୟାଖ୍ୟେୟ) — ଦୁର୍ବବୋଧ୍ୟ — Not capable of being understood; obscure; unintelligible
  • ସଂ. ବିଣ. (ଅ+ବ୍ୟାଖ୍ୟେୟ) — ଯାହା ଏତେ ସହଜ ଯେ ତାର ବ୍ୟାଖ୍ୟା ଲୋଡା ନାହିଁ — Easy not requiring explanation