ଅବ୍ୟାକ୍ଷେପ Abyākshepa

  • ସଂ. ବି. (ଅ=ବ୍ୟାକ୍ଷେପ) — ମାନସିକ ଚଞ୍ଚଳତାର ଅଭାବ — Absence of unsteadiness of mind
  • ସଂ. ବି. (ଅ=ବ୍ୟାକ୍ଷେପ) — ଦୃଢ଼ସଂକଳ୍ପ — Resolution (M.W.)