ଅବ୍ୟସ୍ତ Abyasta
- ସଂ. ବିଣ. (ଅ+ବ୍ୟସ୍ତ) — ଯାହା ପଚିଯାଇ ନ ଥାଏ — Undecomposed
- ସଂ. ବିଣ. (ଅ+ବ୍ୟସ୍ତ) — ପୃଥକ କରାଯାଇ ନ ଥିବା — Not separated; not split up
- ସଂ. ବିଣ. (ଅ+ବ୍ୟସ୍ତ) — ସଂଗୃହୀତ — Collected
- ସଂ. ବିଣ. (ଅ+ବ୍ୟସ୍ତ) — ଯାହାର ଉପାଦାନଗୁଡ଼ିକ ପୃଥକ କରାଯାଇ ନାହିଁ — Unanalysed