ଅବ୍ୟବହାୟ Abyabahāya

  • ସଂ. ବିଣ (ଅ+ବି+ଅବ+ହା ଧାତୁ+କର୍ମ. ଯ) — ସମାଜଚ୍ୟୁତ; ଜାତିଭାଇଙ୍କ ସଙ୍ଗେ ଏକ ପଙ୍ଗତରେ ଖାଇ ନ ପାରିବା (ବ୍ୟକ୍ତି) — Excommunicated, not entitled to dine with people of the same community
  • ସଂ. ବିଣ (ଅ+ବି+ଅବ+ହା ଧାତୁ+କର୍ମ. ଯ) — ମକଦ୍ଦମାରେ ଦାବୀର ଅନ୍ତର୍ଭୁକ୍ତ ହେବାର ଅଯୋଗ୍ୟ — Not fit to be included in the claim of a case