ଅବ୍ୟବହାର Abyabahāra

  • ସଂ. ବି. (ଅ+ବ୍ୟବହାର) — ବ୍ୟବହାର ଅଭାବ — Want of use; non-user
  • ସଂ. ବି. (ଅ+ବ୍ୟବହାର) — ପ୍ରଥା ବା ରୀତିର ଅଭାବ — Want of rule or custom
  • ସଂ. ବି. (ଅ+ବ୍ୟବହାର) — ଆଇନବିରୁଦ୍ଧ କାର୍ଯ୍ୟ — Illegal act
  • ସଂ. ବି. (ଅ+ବ୍ୟବହାର) — ମନ୍ଦ ପ୍ରଥା — Evil custom