ଅବ୍ୟବହାର୍ୟ୍ୟ Abyabahārj̄ya

  • ସଂ. ବିଣ. (ଅ+ବ୍ୟବହାର୍ଯ୍ୟ) — ବ୍ୟବହୃତ ହେବାର ଅଯୋଗ୍ୟ — Unfit for use
  • ସଂ. ବିଣ. (ଅ+ବ୍ୟବହାର୍ଯ୍ୟ) — ଅକର୍ମଣ୍ୟ; ବେକାମିକା — Useless