ଅବ୍ୟବସ୍ଥ Abyabastha

  • ସଂ. ବିଣ. (ବହୁବ୍ରୀହି; ଅ+ବ୍ୟବସ୍ଥା) — ବିଶୃଙ୍ଖଳ — Unmethodical
  • ସଂ. ବିଣ. (ବହୁବ୍ରୀହି; ଅ+ବ୍ୟବସ୍ଥା) — ଯାହାର କାର୍ଯ୍ୟରେ ବ୍ୟବସ୍ଥା ବା ଶୃଙ୍ଖଳା ନାହିଁ — Having no system in work
  • ସଂ. ବିଣ. (ବହୁବ୍ରୀହି; ଅ+ବ୍ୟବସ୍ଥା) — ଅନିଶ୍ଚିତ — Unsettled
  • ସଂ. ବିଣ. (ବହୁବ୍ରୀହି; ଅ+ବ୍ୟବସ୍ଥା) — ଅସ୍ଥିର; ଚଞ୍ଚଳ — Not fixed; fickle; unstable
  • ସଂ. ବିଣ. (ବହୁବ୍ରୀହି; ଅ+ବ୍ୟବସ୍ଥା) — ଅନିୟମିତ — Disorderly; undisciplined; irregular