ଅବ୍ୟକ୍ତ Abyakta

  • ସଂ. ବିଣ. (ଅ+ବ୍ୟକ୍ତ) — ଅପ୍ରକାଶିତ — Not manifest
  • ସଂ. ବିଣ. (ଅ+ବ୍ୟକ୍ତ) — ଅଦୃଶ୍ୟ — Invisible
  • ସଂ. ବିଣ. (ଅ+ବ୍ୟକ୍ତ) — ଅସ୍ଫୁଟ; ଅସ୍ପଷ୍ଟ — Indistinct
  • ସଂ. ବିଣ. (ଅ+ବ୍ୟକ୍ତ) — ଯାହା ସ୍ପଷ୍ଟରୂପେ ଉଚ୍ଚାରିତ ନୁହେଁ — Inarticulate
  • ସଂ. ବିଣ. (ଅ+ବ୍ୟକ୍ତ) — ଯାହା ଇନ୍ଦ୍ରିୟଦ୍ୱାରା ବୋଧଗମ୍ୟ ନୁହେଁ — Imperceptible; inscrutable
  • ସଂ. ବିଣ. (ଅ+ବ୍ୟକ୍ତ) — ସ୍ଥିରୀକୃତ ହୋଇ ନ ଥିବା; ଅନିଶ୍ଚିତ — Undetermined; unsettled
  • ସଂ. ବିଣ. (ଅ+ବ୍ୟକ୍ତ) — ପ୍ରଚ୍ଛନ୍ନ; ଗୁପ୍ତ; ବାହାରେ ଦେଖାଯାଉ ନ ଥିବା — Latent; mysterious; concealed
  • ସଂ. ବିଣ. (ଅ+ବ୍ୟକ୍ତ) — (ବୀଜଗଣିତ) ଅଜ୍ଞାତ (ରାଶି ବା ପରିମାଣ) — (algebra) Unknown (number or quantity)
  • ସଂ. ବି — ବିଷ୍ଣୁ — An epithet of Bishṇu
  • ସଂ. ବି — ଶିବ — An epithet of Ṡiba
  • ସଂ. ବି — ପରବ୍ରହ୍ମ; ପରମାତ୍ମା — The Supreme Spirit
  • ସଂ. ବି — ଆତ୍ମା — The soul