ଅବ୍ୟକ୍ତପୁଷ୍ପକ Abyakta pushpaka

  • ସଂ. ବିଣ. (ବିଜ୍ଞାନପରିଭାଷା; ବହୁବ୍ରୀହି; ଅବ୍ୟକ୍ତ+ପୁଷ୍ପ+କ) — ଯେଉଁ ଗଛରେ ଫୁଲ ଫୁଟିବାର ଦେଖାଯାଏ ନାହିଁ— (ଯଥା—ଡିମ୍ବିରି; ବର; ଅଶ୍ୱତ୍ଥ) — Cryptogamous (trees)
  • ସଂ. ବି — ପରବ୍ରହ୍ମ — The Supreme Spirit