ଅବ୍ଲାବଟୁ Ablābaṭu

  • ପ୍ରାଦେ. (ସମ୍ବଲପୁର) ବି. — ଦୁଷ୍ଟପିଲା — Naughty boy
  • ପ୍ରାଦେ. (ସମ୍ବଲପୁର) ବି. — ଦୁଷ୍ଟ ବ୍ୟକ୍ତି — Wicked person