ଅବ୍ରାହ୍ମଣ Abrāhmaṇa
- ସଂ. ବି (ଅ+ବ୍ରାହ୍ମଣ) — କୁତ୍ସିତ ବା କଦାଚାରୀ ବ୍ରାହ୍ମଣ — A Brāhmaṇa doing mean act
- ସଂ. ବି (ଅ+ବ୍ରାହ୍ମଣ) — ନିକୃଷ୍ଟ ବା ହୀନ ବ୍ରାହ୍ମଣ — An unworthy Brāhmaṇa
- ସଂ. ବି (ଅ+ବ୍ରାହ୍ମଣ) — ବ୍ରାହ୍ମଣେତର କିନ୍ତୁ ବ୍ରାହ୍ମଣପରି ପଇତାଧାରୀ ଜାତି — A non-brāhmaṇa wearing a thread
- ସଂ. ବି (ଅ+ବ୍ରାହ୍ମଣ) — (ଯଥା— ଜ୍ୟୋତିଷ; ଖଣ୍ଡାଏତ; ରଜପୁତ୍)
- ସଂ. ବି (ଅ+ବ୍ରାହ୍ମଣ) — ଶୂଦ୍ର — A Ṡūdra
- ସଂ. ବି (ଅ+ବ୍ରାହ୍ମଣ) — ବ୍ରାହ୍ମଣେତର ବ୍ୟକ୍ତି — A non-brāhmaṇa