ଅବ୍ଭକ୍ଷ Abbhaksha

  • ସଂ. ବିଣ. ପୁଂ. (ଅପ୍=ଜଳ+ଭକ୍ଷ ଧାତୁ+ଅ) — ଯେ ଜଳମାତ୍ର ଖାଇ ବଞ୍ଚେ — Living upon water