ଅବ୍ଧିଶୟନ Abdhiṡayana

  • ସଂ. ବି. ପୁଂ. (ବହୁବ୍ରୀହି; ଅବ୍ଧି+ଶୟନ; ଏ ପ୍ରଳୟ— କାଳରେ ସମୁଦ୍ରରେ ଶୟନ କରନ୍ତି) — ବିଷ୍ଣୁ — A name of Bishṇu