ଅବ୍ଜହସ୍ତ Abjahasta

  • ସଂ. ବିଣ. ପୁଂ (ବହୁବ୍ରୀହି) — ହାତରେ ପଦ୍ମଫୁଲ ଧରିଥିବା — Holding a lotuṡ in the hand
  • ସଂ. ବି. ପୁଂ (ହାତରେ ପଦ୍ମ ଧରିଥିବାରୁ) — ସୂର୍ଯ୍ୟ — A name of the sun