ଅବ୍ଉଆବ୍ Abuāb
- ବୈଦେ. ବି. (ଫା. ଅବ୍ୱାବ୍) ଏହା. ଫା. ବାବ୍ (=ଶୁଳ୍କ) ଶବ୍ଦର ବହୁବଚନ। ଏ ଶବ୍ଦ ଇଂରାଜିରେ ଗୃହୀତ ହୋଇଅଛି] — ସରକାରଙ୍କର ନିର୍ଦ୍ଧାରିତ ରାଜସ୍ୱ ବ୍ୟତୀତ ଜମିଦାର ପ୍ରଜାଠାରୁ ଅନ୍ୟ ଯେଉଁ ସବୁ କର ଆଦାୟ କରନ୍ତି; ଅତିରିକ୍ତ କର — Illegal exactions by the Zaminder in addition to the fixed rent; Abwab