ଅବ୍ (ଧାତୁ) Ab (root)
- ସଂ — ରକ୍ଷାକରିବା — To save; to protect
- ସଂ — ପ୍ରୀତି ବା ତୃପ୍ତ କରିବା — To please
- ସଂ — ପ୍ରାର୍ଥନା କରିବା — To pray
- ସଂ — ପାଇବା — To get
- ସଂ — ଧରିବା; ଧାରଣ କରିବା — To bear; to hold
- ସଂ — ସ୍ନେହ ଦେଖାଇବା — To show affection
- ସଂ — ଗତିକରିବା — To move
- ସଂ — ଗ୍ରହଣ କରିବା — To accept
- ସଂ — ହେବା — To be; to exist
- ସଂ — କରିବା — To do
- ସଂ — ଆଲିଙ୍ଗନ କରିବା — To embrace
- ସଂ — ବହନକରିବା — To carry