ଅବୋଧଗମ୍ୟ Abodhagamya

  • ସଂ. ବିଣ. (ଅ+ବୋଧଗମ୍ୟ) — ଯାହା ବୋଧଗମ୍ୟ ନୁହେ ବା ବୁଝାଯାଇ ନ ପାରେ — Not capable of being understood; incomprehensible
  • ସଂ. ବିଣ. (ଅ+ବୋଧଗମ୍ୟ) — ଅଜ୍ଞାତବ୍ୟ — Unknowable