ଅବେଭାରୀ Abebhārī
- ଦେ. ବିଣ. (ସଂ. ଅବ୍ୟବହାରୀ) — ଅବେପାରୀ (ଦେଖ) — Abepārī (See)
- ଦେ. ବିଣ. (ସଂ. ଅବ୍ୟବହାରୀ) — ଅବିଷୟୀ; ସଂସାରାନଭିଜ୍ଞ — Unbusinesslike; unworldly
- ଦେ. ବିଣ. (ସଂ. ଅବ୍ୟବହାରୀ) — ଯେଉଁ ବ୍ୟକ୍ତି ଅନ୍ୟର ବିଷୟକର୍ମ ବୁଝିବାର ଭାର ପ୍ରାପ୍ତ ହୋଇ ନ ଥାଏ — Not entrusted with the duty of looking after another person's business
- ଦେ. ବିଣ. (ସଂ. ଅବ୍ୟବହାରୀ) — ମନ୍ଦବ୍ୟବହାର ବା ଆଚରଣକାରୀ — Giving improper treatment
- ଦେ. ବିଣ. (ସଂ. ଅବ୍ୟବହାରୀ) — କାହାରି ଠାରେ ସନ୍ଥ ନୋହେ ଅବେଭାରୀ—ପ୍ରାଚୀ. ରହସ୍ୟମଞ୍ଜରୀ।